25.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶନଦୀକୁ ଗାଧୋଇବାକୁ ଯାଇ ବୁଡିଗଲେ ୨ ସାଙ୍ଗ

ନଦୀକୁ ଗାଧୋଇବାକୁ ଯାଇ ବୁଡିଗଲେ ୨ ସାଙ୍ଗ

ନୂଆଦିଲ୍ଲୀ: ନଦୀକୁ ଗାଧୋଇବାକୁ ପାଞ୍ଚ ଜଣ ସାଙ୍ଗ ଯାଇଥିଲେ । ପାଣିର ଢେଉ ଅଧିକ ଆସିବାରୁ ୨ ଜଣ ସାଙ୍ଗ ବୁଡିଯାଇଥିଲେ ।   ଏନେଇ ସ୍ଥନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।   ସୂଚନା ପାଇ  ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ଦୁଇ ଜଣ ନିଖୋଜ ଅଛନ୍ତି । ଗତକାଲି ନଦୀକୁ ପାଞ୍ଚ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ । ହଠାତ ପାଣିର ବେଗ ବଢିବାରୁ  ସମସ୍ତେ ଚିତ୍କାର କରିବାକୁ ଲାଗିଲେ । ଆଖ ପାଖରେ ଥିବା ପଡୋଶୀ  ନଦୀ କୁଳକୁ  ସେମାନଙ୍କୁ ଉଦ୍ଧାର କରିଥିଲେ ।  ଦୁଇ ଜଣ ବୁଡିଗଲେ ଆଉ ୩ ଜଣ ସୁରକ୍ଷିତ ଭାବେ  ଉଦ୍ଧାର ହୋଇଛନ୍ତି । ଏନେଇ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking