19.1 C
Bhubaneswar
Saturday, February 7, 2026
Homeଓଡିଶାଶିକାର ପାଇଁ ଆସି ଶିକାରୀ ମୃତ

ଶିକାର ପାଇଁ ଆସି ଶିକାରୀ ମୃତ

ଗଞ୍ଜାମ:  କରେଣ୍ଟ ଲାଗି ଶିକାର ପାଇଁ  ଆସିଥିବା ଶିକାରୀଙ୍କ ମୃତ୍ୟୁ ।  ଶିକାର ପାଇଁ ବିଛାଯାଇଥିବା ନିଜର ବିଦ୍ୟୁତ ତାରରେ ଲାଗି ମୃତ୍ୟୁ ହୋଇଛି । ତାରାସିଂ ଥାନା ବାଦୁଆ ଗାଁ ନିକଟ ଜଙ୍ଗଲରେ ଅଘଟଣା ଘଟିଛି । ଅନ୍ୟପଟେ କେନ୍ଦ୍ରାପଡାରେ କରେଣ୍ଟ ଲାଗି ଯୁବକ ମୃତ୍ୟୁ ହୋଇଛି । ଟାଙ୍କି ସଫା ବେଳେ ଯୁବକଙ୍କୁ ଲାଗିଥିଲ । କରେଣ୍ଟ ସେହି ଆଘଆତରେ ତାଙ୍କର ମୃତ୍ୟୁ ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking