ଭୁବନେଶ୍ୱର: ରାଜ୍ୟରେ ଡାଇରିଆ ନିରାକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ । ଏନେଇ ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ସଂଯୁକ୍ତା ସାହୁ । ଏହି ଅଭିଯାନ ଦେଢ ମାସ ଧରି ଜୁଲାଇ ୩୧ ତାରିଖ ପଯ୍ୟନ୍ତ ଚାଲିବ । ଲୋକଙ୍କୁ ଓଆରଏସଓ ଜିଙ୍କ ଯୋଗାଇବାକୁ ସବସେଣ୍ଟରକୁ ଦିଆଯାଇଛି । ଯାଜପୁର ଜିଲ୍ଲାରେ ମୃତ ରୋଗୀଙ୍କ ନମୁନାରୁ କଲେରା ଭୂତାଣୁ ମିଳୁଛି ।










