29.1 C
Bhubaneswar
Monday, February 9, 2026
Homeଓଡିଶାସ୍ତ୍ରୀ ଓ ପୁଅକୁ ହାଣିଲା ବାପା

ସ୍ତ୍ରୀ ଓ ପୁଅକୁ ହାଣିଲା ବାପା

ବାଲେଶ୍ୱର:  ସ୍ତ୍ରୀ ଓ ପୁଅକୁ  ଟାଙ୍ଗିଆରେ ହାଣିଲା ବାପା । ଏଭଳି    ଅଭାବନୀୟ ଘଟଣା କର୍ମଦା ଥାନା ଦହମୁଣ୍ଡା ଗାଁରେ ଘଟିଛି । ଗୁରୁତର ଅବସ୍ଥାରେ ମାଆ ଓ ପୁଅକୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପାରିବାରିକ କଳହରୁ ଆକ୍ରମଣ କରିଥିବା ନେଇ ସୂଚନା ମିଳୁଛି । ଏଭଳି ହତ୍ୟାକାଣ୍ଡକୁ ଦେଖି ସ୍ଥାନୀୟ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି । ସ୍ଥିତି ଉତ୍ତେଜନା ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking