18.1 C
Bhubaneswar
Thursday, December 18, 2025
Homeଓଡିଶାଜଲାପୁଟ ଡ୍ୟାମରେ ୨ ନିଖୋଜ

ଜଲାପୁଟ ଡ୍ୟାମରେ ୨ ନିଖୋଜ

ଲମତାପୁଟ: ଜଲାପୁଟ ଜଳଭଣ୍ଡାରରେ ବୁଡି ୨ ଜଣ ନିଖୋଜ ହୋଇଥିବା ଏକ ଦୁଃଖଦ ଖବର ସମ୍ନାକୁ ଆସିଛି । ଅତଣ୍ଡା ନଦୀ ନିକଟରେ ବୁଡିଗଲେ ୨ ଜଣ ଯୁବକ । ଗତକାଲିଠୁ ୨ ଜଣ ଯୁବକ ନିଖୋଜ ଥିବା ସୂଚନା ମିଳିଛି । ଖବର ପାଇ ଅଗ୍ନିଶମ ବାହିନୀ ଦ୍ୱାରା ଜଳଭଣ୍ଡାରରେ ଖୋଜାଖୋଜି ଚାଲିଛି । ନିଖୋଜ ୨ ଯୁବକ ପାଡୁଆ ଥାନା ବନୁର ଓ ବାଇରପଡା ଗାଁର ବୋଲି ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking