ଭୁବନେଶ୍ୱର: ଜଳଲାଗି ବେଳେ ଅଣସେବାୟତ ଥିଲେ କାର୍ଯ୍ୟାନୁଷ୍ଠାନ। ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସ୍ନାନ ମଣ୍ଡପରେ ଥିବାର ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଭିଡିଓ ଚିତ୍ର ଦେଖି ଚିହ୍ନଟ କରାଯିବ । ମାତ୍ର ନୀତିକାନ୍ତି, ପହଣ୍ଡି ଶୃଙ୍ଖଳିତ ଭାବେ ହୋଇଛି ।