21.1 C
Bhubaneswar
Wednesday, December 17, 2025
Homeଓଡିଶାମଦ ପିଇବାକୁ ଟଙ୍କା ନଦେବାରୁ  ସ୍ତ୍ରୀକୁ ହତ୍ୟା

ମଦ ପିଇବାକୁ ଟଙ୍କା ନଦେବାରୁ  ସ୍ତ୍ରୀକୁ ହତ୍ୟା

ଭୁବନେଶ୍ୱର: ସ୍ତ୍ରୀକୁ  ବାଡିରେ ପିଟି ମାରିଦେଲା  ସ୍ୱାମୀ । ବଡବିଲ  ଗାଡା ହଟିଂ ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି ।  ମଦ ପିଇବାକୁ ଟଙ୍କା ନଦେବାରୁ  ସ୍ତ୍ରୀକୁ  ହତ୍ୟା କରିଛି ସ୍ୱାମୀ ।  ଅଭିଯୁକ୍ତ ସ୍ୱାମୀକୁ  ଅଟକ ରଖିଛି ପୁଲିସ ।  ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି  ପୁଲିସ । ପରିସ୍ଥିତି ଶୋକାକୁଳ ଦେଖାଦେଇଛି ।  ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି   ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking