15.1 C
Bhubaneswar
Wednesday, December 17, 2025
Homeଓଡିଶାଆମ୍ବତୋଟାରେ ଝୁଲନ୍ତା ମୃତଦେହ

ଆମ୍ବତୋଟାରେ ଝୁଲନ୍ତା ମୃତଦେହ

ରାୟଗଡା: ଆମ୍ବତୋଟାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ମୁନିଗୁଡା ଥାନା କାଣିଯୋଡି ଗାଁ ଆମ୍ବ ତୋଟାରୁ ଠାବ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ମୃତକ ଚାନ୍ଦିଲି ଥାନା ଥେରୁବାଲି ଗାଁର ବୋଲି ସୂଚନା ମିଳିଛି । ଘଟଣାପରେ ଗାଁରେ ଲୋକମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking