27.1 C
Bhubaneswar
Saturday, December 6, 2025
Homeଓଡିଶାଶିକ୍ଷକଙ୍କୁ କୋଭିଡ ଟିପ୍ସ ଦିଆଯିବ: ମନ୍ତ୍ରୀ

ଶିକ୍ଷକଙ୍କୁ କୋଭିଡ ଟିପ୍ସ ଦିଆଯିବ: ମନ୍ତ୍ରୀ

ଭୁବନେଶ୍ୱର: ଶିକ୍ଷକଙ୍କୁ  କୋଭିଡ ବଢୁଥିବା ନେଇ  ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି ,  ସ୍କୁଲ ଖୋଲିଲେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସତର୍କ କରାଯିବ । ଜିଲ୍ଲା ଶିକ୍ଷାଧିକାରୀଙ୍କୁ  ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯିବ । ଅଧିକ ସ୍ୱାସ୍ଥ୍ୟ ଖରାପ ହେଲେ ଘରେ ରହିବେ ଛାତ୍ର ଛାତ୍ରୀ । ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ପାଳନ କରିବ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking