19.1 C
Bhubaneswar
Saturday, February 7, 2026
Homeଓଡିଶାଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା

ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା

ଗଞ୍ଜାମ: ପୂର୍ବ ଶତ୍ରୁତାତୁ କେନ୍ଦ୍ର କରି ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା । ବଡବଜାର ଥାନା ଜଗବନ୍ଧୁ ସାହିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିି । ସ୍ଥାନୀୟ ଲୋକଙ୍କ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି  ଅଭିଯୁକ୍ତର ବାପା ଭାଇକୁ ଅଟକ ରଖିଛି । ପୋଲିସ । ହେଲେ ମୁଖ୍ୟ ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇ ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ  ଫେରାର  ହୋଇଯାଇଛି ।  ମୃତଦେହକୁ ଜବତ କରି ଘଟଣାର ଛାନଭିନ କରୁଛି ପୋଲିସ । ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ମୃତକଙ୍କ  ପରିବାର ଲୋକଙ୍କ  ମନରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking