29.1 C
Bhubaneswar
Monday, February 2, 2026
Homeଓଡିଶାଘର ମାଲିକଙ୍କୁ ପୋଡି ମାରିଥିଲେ ଭଡାଟିଆ ମହିଳା

ଘର ମାଲିକଙ୍କୁ ପୋଡି ମାରିଥିଲେ ଭଡାଟିଆ ମହିଳା

ବ୍ରହ୍ମପୁର: ନିଆଁରେ ପୋଡି ହୋଇ ବୃଦ୍ଧ ମୃତ ଘଟଣାର ପର୍ଦ୍ଦାଫାସ ହୋଇଛି । ଘର ମାଲିକଙ୍କୁ କିରାସିନି ଢାଳି ହତ୍ୟା କରିଥିଲେ ଭଡାଟିଆ ମହିଳା । ପ୍ରେସମିଟରେ ଘଟଣା ଉପରୁ ପରଦା ଉଠାଇଲେ ବ୍ରହ୍ମପୁର ଏସପି । ବୈଦ୍ୟନାଥପୁର ଥାନା ସୁବାଷ ନଗରରେ ଅଭାବନୀୟ ଘଟଣା । ପରକୀୟା ପ୍ରୀତିରୁ ମହିଳାଙ୍କୁ ଘର ମାଲିକ ବାହାରକୁ ଛାଡୁ ନଥିଲେ । ଏପରିକି ମହିଳାଙ୍କୁ ରାଜ୍ୟ ବାହାରେ ଥିବା ନିଜ ଝିଅ ଘରକୁ ବି ଛାଡୁ ନଥିଲେ । ଏଥିରେ ଉତକ୍ଷିପ୍ତହୋଇ ମହିଳା ନିଆଁ ଲଗାଇ ହତ୍ୟା କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ଘର ମାଲିକଙ୍କ ମୃତ୍ୟୁ ହୋଇଥିଲା । ପ୍ରେସମିଟରେ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking