15.1 C
Bhubaneswar
Monday, December 22, 2025
Homeଓଡିଶାଦୁଷ୍କର୍ମ ପରେ ହତ୍ୟା: ଦୋଷୀଙ୍କୁ ଆଜୀବନ

ଦୁଷ୍କର୍ମ ପରେ ହତ୍ୟା: ଦୋଷୀଙ୍କୁ ଆଜୀବନ

ଯାଜପୁର: ନାବାଳିକା ଦୁଷ୍କର୍ମ  ପରେ ହତ୍ୟା ମାମଲାରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ।  ଦୋଷୀ ସେଖ ମୋହିକକୁ ଆଜୀବନ ଶୁଣାଇଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ପୀଡିତାକୁ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ନିର୍ଦ୍ଦେଶ ଦେଲେ । ୨୦୧୬ ଯାଜପୁର ରୋଡ ଥାନା ଅଞ୍ଚଳରେ ମାମଲା ହୋଇଥିଲା । ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟାକରି ରେଳ ଧାରଣାରେ ପକାଇଥିଲା ।  ଦୋଷୀ ସେଖର ଘର ବାଲେଶ୍ୱରରେ ଯାଜପୁରରେ  କବାଡିଆ ଦୋକାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking