ଭୁବନେଶ୍ୱର: ସୁୁନ୍ଦରଗଡରୁ ୪ ଟନ ବିସ୍ଫୋରକ ଲୁଟ ଘଟଣା । ମାଓବାଦୀ ଲୁଟି ନେଇଥିବା ବିସ୍ଫୋରକ ମିଳିଛି । ଝାଡଖଣ୍ଡ ସୀମାରୁ ମିଳିଲା ବିସ୍ଫୋରକ ା ସରଣ୍ଡା ଜଙ୍ଗଲରେ ଏବେ କମ୍ବିଂ ଅପରେସନ ଜାରି ରହିଛି । ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏବେ ଗୁଳି ବିନିମୟ ଜାରି ରହିଛି । ୬୦ରୁ ୭୦ ପ୍ରତିଶତ ବିସ୍ଫୋରକ ମିଳିଛି । ସୂଚନା ଥାଉକି , । ମାଓବାଦୀ ଲୁଟି ନେଇଥିବା ବିସ୍ଫୋରକ ଘଟଣାରେ ଗତକାଲି ଏନଆଇଏ ଟିମ ପହଞ୍ଚି ତଦନ୍ତ କରିଥିଲା । ଆଜି ଏସଆଇଟି ଟିମ ଗଠନ କରାଯାଇଥିଲା । ଆଡସିନାଲ ଏସପିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୋଲିସ ଟିମ ତଦନ୍ତ ଆରମ୍ଭ କରିଥିଲା ।









