30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶ୧୭ ମାଓବାଦୀଙ୍କ ଆତ୍ମସମର୍ପଣ

୧୭ ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆଦିଲ୍ଲୀ: ତେଲେଙ୍ଗାନା ପୋଲିସକୁ ମିଳିଛି ସଫଳତା । ଭଦ୍ରାଦୀ ପୋଲିସ ନିକଟରେ  ଆତ୍ମ ସମର୍ପଣ କରିଛନ୍ତି ।  ଏମାନଙ୍କ ମଧ୍ୟରେ ୧୧  ମିଲିସିଆ ମଧ୍ୟ ଆତ୍ମସମର୍ପଣ କରିଛନ୍ତି ।  ଚଳିତ ବର୍ଷ ୨୮୨ ମାଓବାଦୀ ଭଦ୍ରାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking