30.1 C
Bhubaneswar
Sunday, February 8, 2026
Homeଓଡିଶାବ୍ରହ୍ମପୁର ବ୍ୟବସାୟୀଙ୍କ ଘରେ ଇଡି

ବ୍ରହ୍ମପୁର ବ୍ୟବସାୟୀଙ୍କ ଘରେ ଇଡି

ଭୁବନେଶ୍ୱର: ବ୍ରହ୍ମପୁରରେ ବ୍ୟବସାୟୀଙ୍କ ଘରେ ଚାଲିଛି ଇଡିର ଚଢାଉ । ବ୍ରହ୍ମପୁରର ଭାବିନିପୁରରେ ବ୍ୟବସାୟୀ ମନୋରଞ୍ଜନ ପଣ୍ଡାଙ୍କ ବିଭିନ୍ନ ଠିକଣାରେ ଇଡି ଚଢାଉ କରିଛି । ବ୍ରହ୍ମପୁରର ଗୋଟିଏ ଭୁବନେଶ୍ୱରର ତିନୋଟି ସ୍ଥାନରେ ଚଢାଉ ଚାଲିଛି । ଚଢାଉର କାରଣ ଅସ୍ପଷ୍ଟ ରହିଛି । ଏହି ସମୟରେ ବ୍ରହ୍ମପୁର ପରେ ଏବେ ଭୁବନେଶ୍ୱରରେ ଘାଣ୍ଟିଲା ଇଡି । ରାଜଧାନୀର ୩ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି । ‘ମିଡାସ୍ ଟଚ୍‌’ ଚିଟ୍‌ଫଣ୍ଡ କମ୍ପାନୀ ଉପରେ ଚଢାଉ । ଚଢାଉ ବେଳେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ଇଡି । ଏକାଧିକ ବ୍ୟକ୍ତିବିଶେଷଙ୍କୁ ପୂର୍ବରୁ ପଚରାଉଚରା ସରିଛି । ମିଡାସ ଚିଟ୍‌ଫଣ୍ଡର ଖୋଳତାଡ କରୁଥିଲା ସିବିଆଇ । ଚଢାଉ ନେଇ ଇଡି ସୂତ୍ରରୁ ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking