16.1 C
Bhubaneswar
Sunday, December 21, 2025
Homeଓଡିଶାଏହି ଉପାୟରେ  ଓଠର କଳା ଦାଗକୁ ହଟାଇପାରିବେ

ଏହି ଉପାୟରେ  ଓଠର କଳା ଦାଗକୁ ହଟାଇପାରିବେ

ଭୁବନେଶ୍ୱର: ଆପଣଙ୍କ ଓଠ ଆପଣଙ୍କ ହସର ସୁନ୍ଦରତାକୁ ବୃଦ୍ଧି କରେ ।  ସମସ୍ତେ ଚାହାଁନ୍ତି ସମସ୍ତଙ୍କ ଓଠର ରଙ୍ଗ ଗୋଲାପୀ ରହୁ ।  କିନ୍ତୁ କେତେବେଳେ  ଟ୍ୟାନିଂ ପାଇଁ ଓଠ କଳା ଦେଖାଯାଏ ।  ଏପରି ପରିସ୍ଥିତିରେ ଲୋକମାନେ   ଓଠର କଳା ରଙ୍ଗକୁ  ଲୁଚାଇବା ପାଇଁ   ଲିପଷ୍ଟିକ , ଲିପବାମ ବ୍ୟବହାର କରନ୍ତି । କିନ୍ତୁ ଜାଣିଛନ୍ତି କି , ଏହାଛଡା ଆଉ ଏକ ଘରୋଇ ଉପଚାର ରହିଛି  ଯାହା ସହଜରେ ଆପଣ କରିପାରିବେ । ଗୋଟିଏ ଚାମଚ ମହୁ, ଗୋଟିଏ ଚାମଚ ମହୁ,  ଗୋଟିଏ ଚାମଚ ନଡିଆ ତେଲ କୁ ମିଶାଇ ଓଠରେ ଲଗାନ୍ତୁ ।  ୫ ମନିଟ ଯାଏଁ ଓଠକୁ ମାଲିସ କରନ୍ତୁ ।    ଆଉ ଏକ ଉପାୟ ହେଉଛି ହଳଦୀ ଏବଂ କ୍ଷୀର ଯାହା ଆପଣଙ୍କ ରୋଷେଇ ଘରେ ନିଶ୍ଚିତ ଭାବରେ ଉପଲବ୍ଧ। ଏହି ରେସିପି ପାଇଁ, ଆପଣଙ୍କୁ ଗୋଟିଏ ଚାମଚ କ୍ଷୀରରେ ଗୋଟିଏ ଚିମୁଟା ହଳଦୀ ମିଶାଇବାକୁ ପଡିବ। ଏବେ ଏହି ପେଷ୍ଟକୁ ଆପଣଙ୍କ ଓଠରେ ଲଗାନ୍ତୁ ଏବଂ ୫-୧୦ ମିନିଟ୍ ପାଇଁ ଛାଡି ଦିଅନ୍ତୁ ଏବଂ ତା’ପରେ ଏହାକୁ ଧୋଇ ସଫା କରନ୍ତୁ।  ଆପଣଙ୍କୁ କେବଳ କିଛି ଗୋଲାପ ପତ୍ର ନେବାକୁ ପଡିବ ଏବଂ ସେଗୁଡ଼ିକୁ ପେଷ୍ଟ ତିଆରି କରିବାକୁ ପଡିବ। ଏହି ପେଷ୍ଟକୁ ଆପଣଙ୍କ ଓଠରେ ୧୫ ମିନିଟ୍ ପାଇଁ ରଖନ୍ତୁ ଏବଂ ତା’ପରେ ପାଣିରେ ଓଠକୁ ସଫା କରନ୍ତୁ। ଏହା ଏକ ପ୍ରାକୃତିକ ଗୋଲାପୀ ରଙ୍ଗ ଦେବାରେ ସାହାଯ୍ୟ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking