20.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶଗୋ ଚାଲାଣ ଅଭିଯୋଗରେ ଦଲାଲ ଗିରଫ

ଗୋ ଚାଲାଣ ଅଭିଯୋଗରେ ଦଲାଲ ଗିରଫ

କଳାପଥର: ଗୋ ଚାଲାଣ ଅଭିଯୋଗରେ ଦଲାଲ ଗିରଫ। ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ଖଜୁରୀପଦା ଅଂଚଳରୁ ବେଗୁନିଆ ଥାନା କୁଶୁପଲ୍ଲାକୁ ଏଜ ପିକଅପ ଭ୍ୟାନ ଦ୍ୱାରା ଗୋରୁ ଚାଲାଣ ସମୟରେ ବୈଦ୍ୟେଶ୍ୱର ପୋଲିସ ୬  ଗୋରୁ ଉଦ୍ଧାର କରିଛି। ଘଟଣାସ୍ଥଳରୁ ଜଣେ ଦଲାଳକୁ ଗିରଫ ପରେ ବୈଦ୍ୟେଶ୍ୱର ପୋଲିସ ବାଙ୍କୀ କୋର୍ଟ ଚାଲାଣ କରିଛି।  ଗିରଫ ଅଭିଯୁକ୍ତର ନାମ ଅଜାତ ଖାଁନ ବୋଲି ସୂଚନା ମିଳିଛି। ଅପରପଟେ ଘଟଣାସ୍ଥଳରୁ  ୬ ଗୋଟି ଗୋରୁଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ନିକଟ ଗୋଶାଳାରେ ଛାଡି ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking