21.1 C
Bhubaneswar
Monday, December 8, 2025
Homeଓଡିଶାରାଜାଙ୍କ ତେର୍ଚ୍ଛା ବାଣ

ରାଜାଙ୍କ ତେର୍ଚ୍ଛା ବାଣ

ଭୁବନେଶ୍ୱର: ଆଜି ସଂରକ୍ଷଣକୁ ନେଇ ରାଜଭବନ ଆଗରେ ବିଜେଡି ଆନ୍ଦୋଳନ କରିଛି । ଏହି ଆନ୍ଦୋଳନରେ ନେତାମାନେ ସରକାରଙ୍କୁ ସାମାଲୋଚନା କରିଥିଲାବେଳେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସଂରକ୍ଷଣ  ପ୍ରସଙ୍ଗକୁ ନେଇ ନିଜ ଦଳକୁ ତାତ୍ସଲ୍ୟ କରିଛନ୍ତି ସେ କହିଛନ୍ତି ଯେ , ଏଥିପାଇଁ   ଲଢେଇ କରିଥିଲି   ା କହିଥିଲି  ଓବିସି କମିଶନର ଆମର କହିଛନ୍ତି । ମେଥୋଡୋଲୋଜି ଭୁଲ ଅଛି ହେଲେ ହିସାବ କିତାବ ଠିକ ଅଛି ।  ସେହି ଅଙ୍କ ଭୁଲ ଅଛି । କାରଣ  ବିହାରରେ ଯେଉଁ ମେଥୋଡୋଲୋଜି ଅନୁସାରେ କରାଯାଇଛି , ଯାହା ସାଙ୍ଗରେ ବର୍ତ୍ତମାନ ନଟରପଟର ହେଉଛନ୍ତି ମୋଦୀ  ସେ କାଯ୍ୟକ୍ରମ ହୋଇପାରୁନାହିଁ । ଓଡିଶାରେ ଆଜି ଆମ ପାଖରେ ଚ୍ୟାଲେଞ୍ଜ ଭଲଭାବରେ ହେବ ନାହିଁ । ଓଡିଶାର କମ୍ପୋଜିସନ ୯୪ ପ୍ରତିଶତ । ଅରୁଣ ଭାଇ କହିଲା, ଜିସକୋ ଜିତନା ଭାଗିଦାରୀ  ଉସକୋ ଉତନା  ହିସେଦାରୀ । ଜିସକା ଜିତନା ସଂଖ୍ୟା ଭାର ଉସକା ଉତନା ହିସେଦାରୀ  ଅର ଜିସକା ଜିତନା ହିସେଦାରୀ ଉସକୋ ଉତନା ଭାଗିଦାରୀ । ଇଏ କଣ ଓଡିଶାରେ ନଥିଲା । ଜିସକା ଜିତନା ହିସେଦାରୀ ଉସକୋ ଉତନା  ହୋନା ତୟାରୀ । ଯେଉଁମାନେ ଏସସି ଏସଟି ଓବିସି କଥାକୁ ଦଳ ଭିତରେ ରହି ହିନମନ୍ୟତା କରିଥିଲେ । ତାକୁ ମୁଁ କହିଦେଉଛି  ଏକଥା  ବିଜୁ ଜନତା ଦଳ ଜରିଆରେ ହେବ । ଏବଂ ଆମେ ଆମ ଅସ୍ତ୍ରକୁ ସେଇ ଅନୁସାରେ କରିବା । ଡେରି ହୋଇଯାଇଛି । ଏହି ମୁଦ୍ଦା ଯଦି ଆଗରୁ କରି ହୁଅନ୍ତା  ରେଜଲ୍ଟ ଆଜି ଏହା ହୋଇନଥାନ୍ତା ।  ମୁଁ ଦାବି ସହିତ କହିବି ଏସସି, ଏସଟି, ଓବିସି ୯୪ ପ୍ରତିଶତ । ତେଣୁ ନିବେଦନ କରିବି ଅରୁଣକୁ ନେତୃମଣ୍ଡଳକୁ ହାତେଯାଡି କହିବି ଇଏ ହେଲା ଗୋଟିଏ ମୁଦ୍ଦା । ଏଠି ଭାରତ ବର୍ଷରେ ତକ୍ଷତାୟ ସ୍ୱାଃ , ଇନ୍ଦ୍ରାୟ ସ୍ୱାଃ । ତମେ ଯଦି ଏ ବାଟରେ ନ ଯିବ ବାଟ ହୁରୁଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking