26.1 C
Bhubaneswar
Saturday, December 13, 2025
Homeଓଡିଶାଗଛକୁ ପିଟିଲା କାର: ୩ ମୃତ

ଗଛକୁ ପିଟିଲା କାର: ୩ ମୃତ

ଜୟପୁର: ଭାରସାମ୍ୟ ହରାଇ ଗଛକୁ ପିଟିଛି କାର । ଫଳରେ  ୩ ଜଣଙ୍କ ମୃତ୍ୟୁ ହୋଇଛି । ଜୟପୁର, ବୈପାରୀଗୁଡା ଥାନା ଚନ୍ଦ୍ରପଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କାରରେ ନୟାଗଡରୁ ମାଲକାନଗିରି ଯାଉଥିଲେ ୬ ଜଣ । ଏହି ସମୟରେ କାରଟି ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି ଆଉ ୩ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାିଥିବା ସୂଚନା ମିଳୁଛି । ସ୍ଥାନୀୟ ଜାଗାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking