21.1 C
Bhubaneswar
Friday, December 19, 2025
Homeଓଡିଶାବିଶ୍ୱରେ ଗୋଟିଏ ଜଗନ୍ନାଥ ଧାମ, ପୁରୀ: ସମ୍ବିତ

ବିଶ୍ୱରେ ଗୋଟିଏ ଜଗନ୍ନାଥ ଧାମ, ପୁରୀ: ସମ୍ବିତ

ଭୁବନେଶ୍ୱର:  ଦୀଘାରେ ଜଗନ୍ନାଥ ଧାମ ନାଁ ବିବାଦ ପ୍ରସଙ୍ଗରେ,  ଦୃଢ ପ୍ରତିବାଦ କରୁଛି କହିଲେ ପୁରୀ ସାଂସଦ ସମ୍ବିତ ପାତ୍ର ।  ସାରା ବିଶ୍ୱରେ ଗୋଟିଏ ଜଗନ୍ନାଥ ଧାମ ରହିଛି । ଅନ୍ୟ କୌଣସି ସ୍ଥାନକୁ ଜଗନ୍ନାଥ ଧାମ କୁହାଯାଇ ପାରିବ ନାହିଁ । ବିଶ୍ୱରେ ଚାରି ଧାମ ମଧ୍ୟରୁ ଗୁରୁତ୍ୱପୂଣ୍ଣ ଜଗନ୍ନାଥ ଧାମ ପୁରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking