27.2 C
Bhubaneswar
Tuesday, June 9, 2026
Homeଓଡିଶାଟ୍ରକ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ

ଟ୍ରକ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ

ଭୁବନେଶ୍ୱର: ରାସ୍ତାପାର ବେଳେ ଛାତ୍ରୀଙ୍କୁ  ଧକ୍କା ଦେଲା ଟ୍ରକ । ଟ୍ରକ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ ।  ଆଇଗିଣିଆ ଚଣ୍ଡୀ ମନ୍ଦିର ନିକଟରେ ଦୁର୍ଘଟଣା ଘଟିଛି ।  ରାସ୍ତାପାର ବେଳେ ଛାତ୍ରୀଙ୍କୁ ଟ୍ରକ ଧକ୍କା ଦେଇଛି । ସ୍ଥାନୀୟ ଜାଗାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ପରିବାର ଲୋକେ ଝିଅର ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗିପଡିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking