31.1 C
Bhubaneswar
Saturday, February 7, 2026
Homeଓଡିଶାମାଲକାନଗିରିରେ ୧୨ ଘଣ୍ଟିଆ ବନ୍ଦ

ମାଲକାନଗିରିରେ ୧୨ ଘଣ୍ଟିଆ ବନ୍ଦ

ମାଲକାନଗିରି: ମାଲକାନଗିରିରେ ୧୨ ଘଣ୍ଟିଆ ବନ୍ଦ ପାଳନ । ପହଲଗାମ ଆତଙ୍କୀ ହମଲାକୁ ବିରୋଧ କରି ମାଲକାନଗିରିରେ ୧୨ ଘଣ୍ଟିଆ ବନ୍ଦ  କରାଯାଇଛି । ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ  ବନ୍ଦ ପାଳନ କରାଯାଉଛି । ଜିଲ୍ଲା ସଦର ମହକୁମାରେ ଦୋକାନ, ବଜାର ବନ୍ଦ । ବନ୍ଦ ପାଇଁ  ଗାଡି ଚଳାଚଳ ପ୍ରଭାବିତ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking