16.1 C
Bhubaneswar
Sunday, December 7, 2025
Homeଓଡିଶାଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ରାୟଗଡା:  ଷଷ୍ଠ  ଶ୍ରେଣୀ ଛାତ୍ରୀ  ଗର୍ଭବତୀ ହୋଇଥିବା ସୂଚନା ମିଳିଛି ।  ଛାତ୍ରୀଙ୍କୁ ଉଦ୍ଧାର କରିଛି ସିଡବ୍ଲ୍ୟୁସି । ଏଭଳି ଘଟଣା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି । ଅଭିଯୁକ୍ତ ଜଣଙ୍କ ନାବାଳକ ।  ସିଡବ୍ଲ୍ୟୁସି ଅଭିଯୁକ୍ତକୁ ଧରି  ପଚରାଉଚରା ଜାରି ରଖିଛି । ହେଲେ ପ୍ରଶ୍ନ ଉଠୁଛି , ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଦେଉଛି । ଛାତ୍ରୀଙ୍କ  ପରିବାର ଲୋକେ ଦୁଃଖ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking