25.1 C
Bhubaneswar
Saturday, February 7, 2026
Homeଓଡିଶା ଶବ ପରିବହନ ପାଇଁ କଲ ସେଣ୍ଟର

 ଶବ ପରିବହନ ପାଇଁ କଲ ସେଣ୍ଟର

ଭୁବନେଶ୍ୱର: ରାଜ୍ୟରେ ଏଣିକି ଶବ ପରିବହନ ପାଇଁ ରହିବ କଲ ସେଣ୍ଟର । ୧୦୮ ଆୁଲାନ୍ସ ଭଳି ରହିବ ଟୋଲ ଫ୍ରି ନମ୍ବର । ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା  ହେବ । ଶବକୁ ଘର କିମ୍ବା ଶ୍ମଶାନ ଯାଏଁ ନେବାକୁ କାମ କରିବ । ସରକାରୀ ହସ୍ପିଟାଲରେ ପ୍ରାଣ ହରାଇଲେ ଶବ କାମ କରିବ ।  ଶବ ପରିବହନ ପାଇଁ କିମି ପିଛା ଦର କେତେ ରହିବ ଆଲୋଚନା ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking