23.1 C
Bhubaneswar
Saturday, February 7, 2026
Homeଓଡିଶାବୃଦ୍ଧଙ୍କ ଉପରେ ଚଢ଼ିଗଲା ବସ

ବୃଦ୍ଧଙ୍କ ଉପରେ ଚଢ଼ିଗଲା ବସ

ଆସିକା: ଶୌଚ ହେବା ପାଇଁ ଯାଉଥିବାବେଳେ ଜଣେ ବୃଦ୍ଧଙ୍କ ଉପରେ ଏକ ଘରୋଇ ବସ ଚଢ଼ି ଯାଇଥିଲା। ଫଳରେ ବୃଦ୍ଧଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇବା ପରେ ବସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସୂଚନା ଅନୁଯାୟୀ କାଳଷଣ୍ଢପୁର ନିକଟରେ ଜଣେ ବୃଦ୍ଧ ଶୌଚ ପାଇଁ ଯାଉଥିବାବେଳେ ତାଙ୍କ ଉପରେ ଏକ ଘରୋଇ ବସ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା ଏବଂ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ବସ ଡ୍ରାଇଭର ଫେରାର ହୋଇଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ ସହ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking