27.2 C
Bhubaneswar
Tuesday, June 9, 2026
Homeଓଡିଶାହୋଟେଲରେ ଲାଗିଲା ନିଆଁ

ହୋଟେଲରେ ଲାଗିଲା ନିଆଁ

ଗଞ୍ଜାମ: ଅସାବଧାନତା କାରଣରୁ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି । ନିର୍ମଳଝରରେ ରହିଛି  ବାର୍ବେକ୍ୟୁ ହୋଚଟେଲ । ନିଆଁ ଗ୍ୟାସ ପାଇପରୁ ଲାଗିଥିବା ନେଇ ସୂଚନା ମିଳୁଛି । ନିଆଁ ଲାଗିବାରୁ  ଅନେକ ଦାମୀ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଛି ।  ସ୍ଥାନୀୟ ଲୋକେ ଅଗ୍ନିଷମ ବାହିନୀକୁ ଖବର ଦେବା ମାତ୍ରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking