29.1 C
Bhubaneswar
Sunday, February 8, 2026
Homeଓଡିଶାକଂଗ୍ରେସର ପଦଯାତ୍ରା ଆରମ୍ଭ

କଂଗ୍ରେସର ପଦଯାତ୍ରା ଆରମ୍ଭ

ଭୁବନେଶ୍ୱର: ଆରମ୍ଭ ହେଲା କଂଗ୍ରେସର ପଦଯାତ୍ରା । ରାମ ମନ୍ଦିର ପାଖରୁ ଆରମ୍ଭ ହେଲା ପଦଯାତ୍ରା । ପଦଯାତ୍ରାରେ  ପିସିସି ସଭାପତି ଭକ୍ତ ଦାସ, ସପ୍ତଗିରି ଉଲାକା, ରାମଚନ୍ଦ୍ର କାଡାମ ସାମିଲ ଅଛନ୍ତି । ବିଧାନସଭା ପଯ୍ୟନ୍ତ ଯିବ କଂଗ୍ରେସର ପଦଯାତ୍ରା । ସୂଚନା ଅନୁସାରେ , ନାରୀମାନଙ୍କ ନ୍ୟାୟ ପାଇଁ କଂଗ୍ରେସ ପ୍ରତିବାଦ କରିଛନ୍ତି । ଏନେଇ ବିଧାନସଭାର ସୁରକ୍ଷା ବ୍ୟବସ୍ଥା ବ୍ୟାପକ କଡାକଡି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking