ସୁନ୍ଦରଗଡ : କୁତ୍ରା ତହସିଲ ଅମିନଙ୍କୁ ଧରିଛି ଭିଜିଲାନ୍ସ । କୁତ୍ରା ତହସିଲ ଅମିନ ଶିଶିର ନାଏକଙ୍କୁ ଧରିଲା । ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ମାଡି ବସିଛି । ଜମିପଟା ନକ୍ସା ତିଆରି ପାଇଁ ନେଉଥିଲେ ଲାଞ୍ଚ । ରାଉରକେଲା ଭିଜିଲାନ୍ସ ପକ୍ଷରୁ ହୋଇଥିଲା ଚଢାଉ । ଶିଶିରଙ୍କ ବାସ ଭବନ ଓ ଅଫିସରେ ଚଢାଉ ଚାଲିଛି ।