19.1 C
Bhubaneswar
Thursday, February 12, 2026
Homeଓଡିଶା୨୩, ୧୩୮ ଫେରାଇଲେଣି ରାସନ କାର୍ଡ: ମନ୍ତ୍ରୀ

୨୩, ୧୩୮ ଫେରାଇଲେଣି ରାସନ କାର୍ଡ: ମନ୍ତ୍ରୀ

ଭୁବନେଶ୍ୱର : ରାସନକାର୍ଡ ଫେରାଇଲେଣି ୨୩, ୧୩୮ ଅଯୋଗ୍ୟ ହିତାଧିକାରୀ । ଏନେଇ ଗୃହରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ରଖିଛନ୍ତି । ୪ ଲକ୍ଷ ୮ ହଜାର ୧୦୭ ଭୂତ ରାସନ କାର୍ଡକୁ ବାଦ ଦିଆଯାଇଛି । ଏବେ ୯୭, ୫୫ , ୪୪୨ ରାସନ କାର୍ଡ ଚାଲୁ ରହିଛି । ସେଥିରେ  ୩, ୩୦ , ୨୮ , ୮୮୦ ହିତାଧିକାରୀ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking