25.1 C
Bhubaneswar
Friday, March 6, 2026
Homeଓଡିଶାସମ୍ବଲପୁରରେ ରକ୍ତର ହୋଲି

ସମ୍ବଲପୁରରେ ରକ୍ତର ହୋଲି

ସମ୍ବଲପୁର : ହୋଲିଖେଳକୁ ନେଇ ସମ୍ବଲପୁରରେ ହତ୍ୟାକାଣ୍ଡ ଦେଖାଦେଇଛି । ସାହୁ କଲୋନୀରେ ଯୁବକଙ୍କୁ ହତ୍ୟା କରାଯାଇଛି । ଘରୁ ଉଠାଇ ଆଣି ଯୁବକଙ୍କୁ ହତ୍ୟା କରିଥିବା ସୂଚନା ମିଳୁଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ପରିସ୍ଥିତି ଶୋକାକୁଳ ଦେଖାଦେଇଛି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking