26.1 C
Bhubaneswar
Saturday, March 15, 2025
Homeଓଡିଶାଭିଜିଲାନ୍ସ ଜାଲରେ ସବ – ରେଜିଷ୍ଟ୍ରାର ଅଫିସ କିରାଣି

ଭିଜିଲାନ୍ସ ଜାଲରେ ସବ – ରେଜିଷ୍ଟ୍ରାର ଅଫିସ କିରାଣି

ଗଞ୍ଜାମ : ଭିଜିଲାନ୍ସ ଜାଲରେ ସବ – ରେଜିଷ୍ଟ୍ରାର ଅଫିସ କିରାଣି । କିରାଣି ଶ୍ରୀକୀନ୍ତ ଡାକୁଆଙ୍କୁ ଭିଜିଲାନ୍ସ ଟିମ ଧରିଛି । କାରରେ ଟଙ୍କା ନେଇ ଆସୁଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ । ବୁଗୁଡା ମୋଟାବାଡି ଗାଁ ନିକଟରେ ଧରାପଡିଲେ ଶ୍ରୀକାନ୍ତ । କାର ଭିତରୁ ୧ ଲକ୍ଷ ୮୬ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ବେଲଗୁଣ୍ଠା  ସବ ରେଜିଷ୍ଟ୍ରାର ଅଫିସର କିରାଣି ହେଉଛନ୍ତି ଶ୍ରୀକାନ୍ତ ଡାକୁଆ  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking