ଭୁବନେଶ୍ୱର: ଦୁର୍ଘଟଣାରେ ଜାନୁଆରିରେ ୫୦୫ ଜଣଙ୍କ ମୃତ୍ୟୁ । ଗୋଟିଏ ମାସରେ ୮୪୮ ଦୁର୍ଘଟଣା, ୪୭୨ ଆହତ ହୋଇଛନ୍ତି । ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ଉତ୍ତର । ସଚେତନ ପାଇଁ ଖର୍ଚ୍ଚ ହୋଇଛି ୮୯,୬.୬୯୪ ଟଙ୍କା ।