19.1 C
Bhubaneswar
Friday, December 5, 2025
Homeଓଡିଶାବିିଧାନସଭାରେ ମୁହାଁମୁହିଁ ହେଲେ ବିଧାୟିକା

ବିିଧାନସଭାରେ ମୁହାଁମୁହିଁ ହେଲେ ବିଧାୟିକା

ଭୁବନେଶ୍ୱର : ବିଧାନସଭାରେ ହଙ୍ଗାମାକୁ ନେଇ ମୁହାଁମୁହିଁ ହେଲେ ମହିଳା ବିଧାୟିକା । ବିଧାନସଭା ହଙ୍ଗାମାକୁ ନେଇ ସୋଫିଆ ବନାମ ଉପାସନା ମୁହାଁମୁହିଁ ହୋଇଛନ୍ତି । ବିଜେପି ବିଧାୟିକା ଉପାସନା  ମହାପାତ୍ର  କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଶଙ୍କୁ ଆକ୍ଷେପ କରିଛନ୍ତି ।  ମହିଳା ବାଚସ୍ପତିଙ୍କୁ ଘେରିବା ବେଳେ କଂଗ୍ରେସର ମହିଳା ବିଧାୟିକା ନଥିବା କହି ଟାର୍ଗେଟ କରିଥିଲେ ବିଜେପି ବିଧାୟିକା ଉପାସନା  ମହାପାତ୍ର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking