23.1 C
Bhubaneswar
Monday, February 9, 2026
Homeଓଡିଶାଆସନ୍ତାକାଲି ଯାଏଁ ବିଧାନସଭା ମୁଲତବି

ଆସନ୍ତାକାଲି ଯାଏଁ ବିଧାନସଭା ମୁଲତବି

ଭୁବନେଶ୍ୱର : ଆସନ୍ତା କାଲି ଯାଏଁ ବିଧାନସଭା ମୁଲତବି । ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢୀ । ବିରୋଧଙ୍କ ହଙ୍ଗାମା ଯୋଗୁଁ ମୁଲତବି ଘୋଷଣା କରାଯାଇଛି । କିଛି ସମୟ ପୂର୍ୱରୁ ବାଚସ୍ପତିଙ୍କ ମାଇକ ଭାଙ୍ଗିଦେଇଥିଲେ ତାରା ବାହିନୀ ପତି । ଏସସି / ଏସଟି ଖର୍ଚ୍ଚ ଦାବି ଆଲୋଚନା ବେଳେ  ବିଶୃଙ୍ଖଳିତ ଆଚରଣ ଦେଖାଇଥିଲେ । ନାରୀ ନିର୍ଯାତନା ଅଭିଯୋଗରେ କଂଗ୍ରେସ
ହୋହଲ୍ଲା କରିବା ସହ ହଟ୍ଟଗୋଳ କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking