ଭୁବନେଶ୍ୱର: ପଞ୍ଚାୟତିରାଜ ଦିବସରେ ଛୁଟି ବାତିଲ ପ୍ରସଙ୍ଗ । ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ପ୍ରତିକ୍ରିୟା । ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ବିଜୁବାବୁଙ୍କ ଅବଦାନ । ୩୩% ମହିଳାଙ୍କ ସଂରକ୍ଷଣ ପାଇଁ ବି ଅବଦାନ ଅତୁଳନୀୟ । ତାଙ୍କ ଜୟନ୍ତୀରେ ଛୁଟି ବାତିଲ୍ ବିଜୁବାବୁଙ୍କ ପ୍ରତି ଅପମାନ ।