21.1 C
Bhubaneswar
Friday, December 12, 2025
Homeଓଡିଶାଦେବାଶିଷଙ୍କୁ ଭକ୍ତଙ୍କ 'କିଟ' ଛାଟ

ଦେବାଶିଷଙ୍କୁ ଭକ୍ତଙ୍କ ‘କିଟ’ ଛାଟ

ଭୁବନେଶ୍ୱର : କିଟ ପ୍ରସଙ୍ଗରେ ଦେବାଶିଷ ପଟ୍ଟନାୟକଙ୍କ ମନ୍ତବ୍ୟ ପ୍ରସଙ୍ଗରେ  ଦେବାଶିଷଙ୍କୁ ତାଗିଦ କରିଥିବା କହିଲେ ପିସିସି ସଭାପତି ଭକ୍ତ ଦାସ । ବ୍ୟକ୍ତିଗତ ସଂପର୍କ ଥାଇପାରେ ମାତ୍ର ପ୍ରଶଂସା  କରିପାରିବେନି । ପାର୍ଟି ଲାଇନରୁ ବାହାରି  ଗଣମାଧ୍ୟମରେ କେହି କହିପାରିବେନି । ଦଳର ଆଭିମୁଖ୍ୟ ବାହାରକୁ ଯାଇ କେହି କହିପାରିବେ ନାହିଁ କହିଛନ୍ତି ଭକ୍ତ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking