ଭୁବନେଶ୍ୱର : ମୋ ବସ ଧକ୍କାରେ ନାବାଳିକା ମୃତ୍ୟୁ ମାମଲା । ରାଜ୍ୟ ମାନବାଧିକାର କମିଶନରେ ପହଞ୍ଚିଲା ମାମଲା । ମାମଲାର ତଦନ୍ତ ରିପୋର୍ଟ ଦେବାକୁ କ୍ରୁଟ କୁ ନିର୍ଦ୍ଦେଶ ଦିଆଯାଇଛି । ମୋ ବସ ଧକ୍କାରେ ନାବାଳିକାର ଜୀବନ ଯାଇଥିଲା । ଆଖି ବୁଜିଥିଲେ ୧୨ ବର୍ଷର ଝିଅ କୁନି ଜୁଆଡି । ମେ ୨୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।










