17.1 C
Bhubaneswar
Sunday, February 8, 2026
Homeଓଡିଶାକ୍ରୀଡାମନ୍ତ୍ରୀ ସମ୍ପୂର୍ଣ୍ଣ ଫେଲ୍‌: ଭକ୍ତ ଦାସ

କ୍ରୀଡାମନ୍ତ୍ରୀ ସମ୍ପୂର୍ଣ୍ଣ ଫେଲ୍‌: ଭକ୍ତ ଦାସ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଛାତ୍ରଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରତିକ୍ରିୟା । ପିଲାଙ୍କୁ ଯେଉଁ ବାବହାର ଦେଖାଯାଉଛି ତାହା ନିନ୍ଦନୀୟ । ପିଲାଙ୍କୁ ନବୁଝାଇ ଗାଳିଗୁଲଜ କରାଯାଉଛି । କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ଫେଲ୍ ମାରିଛନ୍ତି । ଲୋକଙ୍କୁ ଭୁଲ୍ ମାଗିବାର ଆବଶ୍ୟକତା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking