29.1 C
Bhubaneswar
Sunday, June 21, 2026
Homeଓଡିଶା୬ ଡକାୟତ ଗିରଫ

୬ ଡକାୟତ ଗିରଫ

ରାଉରକେଲା: ଡକାୟତି ଯୋଜନା ବେଳେ ମାଡିବସିଲା ପୋଲିସ । ଗିରଫ ହେଲେ ୬ ଜଣ ଡକାୟତ । ଦେଶୀ ପିସ୍ତଲ, ୨ଟି ଛୁରୀ ଓ ଅନ୍ୟ ମାରଣାସ୍ତ୍ର ଜବତ କରିଛି । ପ୍ଲାଣ୍ଟସାଇଡ ଥାନା ନୟାବଜାର ଅଞ୍ଚଳରୁ ୬ ଗିରଫ । ଗିରଫ ପରେ ୬ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ । ଘର ଓ ଦୋକାନରେ ଡକାୟତି ଯୋଜନା କରୁଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking