29.1 C
Bhubaneswar
Saturday, February 7, 2026
Homeଓଡିଶାଦୀପାଳିଙ୍କ ଉପରେ ବିଜେଡିର ଚାପ ବଢିଛି

ଦୀପାଳିଙ୍କ ଉପରେ ବିଜେଡିର ଚାପ ବଢିଛି

ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାରେ ସିବିଆଇ ତଦନ୍ତ ପ୍ରସଙ୍ଗ । ବିଜେପି ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରିୟା । ନବଙ୍କ ପରିବାର ଉପରେ ଚାପ ସୃଷ୍ଟି କରୁଛି ବିଜେଡି । ଦୀପାଳିଙ୍କ ଉପରେ ବିଜେଡିର ଚାପ ବଢିଛି । ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଜଣାଇ ପାରୁନାହାନ୍ତି । ଲିଖିତ ଭାବେ ଜଣାଇଲେ ବିଜେଡିର ବଡ ମୁଣ୍ଡ ଫସିଯିବେ । ସେଥିପାଇଁ ଲିଖିତ ଭାବେ ଦେବାକୁ ମନା କରିଛି ବିଜେଡି । ସିବିଆଇ ତଦନ୍ତ ହେଲେ ସବୁ ପର୍ଦ୍ଦାଫାଶ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking