ଭୁବନେଶ୍ୱର : ଆଉ ଏକ ମାମଲାରେ ମାଓନେତା ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷ ହୋଇଛନ୍ତି । ୨୦୦୬ ରାମନାଗୁଡା ବୀରୁବାଇ ଗୁଳିକାଣ୍ଡ ଘଟଣାରେ ନିର୍ଦ୍ଦୋଷ । ବୀରୁବାଇ ଗାଁରେ କେନ୍ଦ୍ରୀୟ ଫୋର୍ସ ସହ ଗୁଳିକାଣ୍ଡ ଘଟଣାରେ ନିର୍ଦ୍ଦୋଷ କରାଯାଇଛି । ସରକାରୀ ଦୌରା ଜଜ ତଥା ଉପ ବିଚାର ପତି ଅଦାଲତରେ ନିର୍ଦ୍ଦୋଷ ଅଛନ୍ତି ।










