17.1 C
Bhubaneswar
Sunday, February 8, 2026
Homeଓଡିଶାବାଲି ନପଡିବାରୁ ଅଘଟଣ : ମେୟର

ବାଲି ନପଡିବାରୁ ଅଘଟଣ : ମେୟର

ଭୁବନେଶ୍ୱର : ମନ୍ଦିରରୁ ଖସି ସେବାୟତ ଆହତ ଘଟଣାରେ ବାଲି ନପଡିଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ମେୟର । ମନ୍ଦିର ଚଢିବା ବାଟରେ ପ୍ରଶାସନ ବାଲି ପକାଇବା କଥା । ପ୍ରଶାସନ ବାଲି ପତାଇବାକୁ ଭୁଲିଯାଇଛି । ବାଲି ପଡିଥିଲେ ଏଭଳି ଅଘଟଣ ଘଟିନଥାନ୍ତା । କାହିଁକି ପଡିଲାନି ବାଲି ଏହାର ତଦନ୍ତ ହେଉ କହିଛନ୍ତି ମେୟର ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking