20.1 C
Bhubaneswar
Sunday, December 7, 2025
Homeଓଡିଶାପାଗଳ କୁକୁର ଆତଙ୍କ

ପାଗଳ କୁକୁର ଆତଙ୍କ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ପାଗଳ କୁକୁର ଆତଙ୍କ । ଗୋଡାଇ ଗୋଡାଇ ୬ ଜଣଙ୍କୁ କାମୁଡି ଘାଇଲା କରିଛି ପାଗଳା କୁକୁର । ଭୋଗରାଇ ବ୍ଲକର କମର୍ଦ୍ଦା ବଜାର ଓ ଦୁଡପଳ ଛକରେ ଗୋଟିଏ ପାଗଳ କୁକୁର ଅନେକ ଲୋକଙ୍କୁ କାମୁଡି ଆହତ କରିଛି ।ସମସ୍ତ ଆହତଙ୍କୁ କମର୍ଦ୍ଦା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ କାମୁଡି ଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇ ପଡିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking