17.1 C
Bhubaneswar
Sunday, February 8, 2026
Homeଓଡିଶାଟ୍ରକ୍ ଧକ୍କାରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ

ଟ୍ରକ୍ ଧକ୍କାରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ପଳାଶୁଣି ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କର ପରିଚୟ ମିଳିପାରି ନାହିଁ। ସେପଟେ ପ୍ରତ୍ୟକ୍ଷ ଦର୍ଶକ କହିବା କଥା ହେଉଛି ମୃତକ ଜଣଙ୍କ ସାଇକେଲରେ ଆସୁଥିବା ବେଳେ ତାଙ୍କୁ ପ୍ରଥମେ ଗୋଟେ ଟ୍ରକ ଧକା ଦେବା ଫଳରେ ସେ ତଳେ ପଡିଯାଇଥିଲେ । ପରେ ପଛରୁ ଆସୁଥିବା ଆଉ ଏକ ଟ୍ରକ ଚଢି ଯିବାରୁ ମୃତ୍ୟୁ ହୋଇଛି। ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking