18.1 C
Bhubaneswar
Saturday, December 6, 2025
Homeଓଡିଶାଜଳଭଣ୍ଡାରରେ ବୁଡି ମହିଳା ମୃତ

ଜଳଭଣ୍ଡାରରେ ବୁଡି ମହିଳା ମୃତ

ମାଲକାନଗିରି : ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ବୁଡି ମହିଳାଙ୍କ ମୃତ୍ୟୁ ହୋଇଛି । ପଣସପୁଟ ପଞ୍ଚାୟତ ଡମଗଡ ଗାଁର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ମହିଳା । ମୃତଦେହ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୁଲିସ । ୁପରିବେଶ ଶୋକାକୁଳ ଦେଖାଦେଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking