15.1 C
Bhubaneswar
Thursday, December 18, 2025
Homeଓଡିଶାହତ୍ୟାକାଣ୍ଡର ପର୍ଦାଫାଶ କଳା ଯାଜପୁର ପୋଲିସ୍

ହତ୍ୟାକାଣ୍ଡର ପର୍ଦାଫାଶ କଳା ଯାଜପୁର ପୋଲିସ୍

ଯାଜପୁର: ଯାଜପୁର ରୋଡ ଥାନା ର ସୋବରl ଅଂଚଳ ରେ ଘଟିଥିବା ହତ୍ୟା କାଣ୍ଡ ର ପର୍ଦା ଫାର୍ସ କରିଛି ଯାଜପୁରରୋଡ ପୋଲିସ ଆଜି ଯାଜପୁର ରୋଡ ଥାନ ରେ ହତ୍ୟା କାଣ୍ଡ ର ଯାଜପୁର ଏସପି ଏକ ସମ୍ବl ଦି କ ସମ୍ମିଳନୀ ରେ ବିଭନ୍ନ ଗଣ ମାଧ୍ୟମ କୁ ସୁଚନା ଦେଇ ଛନ୍ତି ପୋଲିସ ହତ୍ୟା କାଣ୍ଡ ର ସମ୍ପୃକ୍ତ ଥିବା ଦୁଇ ଜଣ ହତ୍ୟା କରି କୁ ପୋଲିସ ସଫଳତା ସହ କାବୁ କରିଛି
ଯାଜପୁର ରୋଡ ଥାନା ଅନ୍ତର୍ଗତ ସୋବରା ଅଞ୍ଚଳରେ ଘଟି ଥିଲା ଏକ ବୀଭତ୍ସ ହତ୍ୟାକାଣ୍ଡ । ଷ୍ଟୁଡିଓ ଭିତରୁ କ୍ଷତାକ୍ତ ଅବସ୍ଥାରେ ପେ।ଲିସ୍ ଉଦ୍ଧାର କରିଥିଲ।ଦୀପକ ର ମୃତଦେହ । ଓମ ଡିଜିଟାଲ ଫିଲ୍ମ ଷ୍ଟୁଡିଓର ମାଲିକ ଦୀପକ କୁମାର ସାହୁଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ତାର ଅତି ଆପଣା ର ପିଲା ଶ୍ରୀଧର କବି ନିଜ ଗ୍ରାମ ର ଆଉ ଜଣେ ହେଲା ବିଶ୍ୱ ରଞ୍ଜନ ପଟନାୟକ ତାଙ୍କ ଘର କେନ୍ଦୁଝର ଜିଲ୍ଲା ,ରାମଚନ୍ଦ୍ରପୁର ଥାନା, ପୁରୁଣା ବାନ୍ଦଗଡା ବେ।ଲି ଜଣା ପଡ଼ିଛି।ଦୁର୍ବୃତ୍ତଙ୍କ ଦ୍ବାରା ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ପୋଲିସ ବୟାନ ଦେଇ ଛନ୍ତି ଆସାମୀ। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣା ପଡ଼ିଛି। ସାଇଣ୍ଟିଫିକ ଟିମ୍ ଓ ପୋଲିସ କୁକୁର ସହାୟତାରେ ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଥଲ। ପୋଲିସ୍ ଆସାମୀ ମାନଂକୁ ଗିରଫ କରି ଥିଲେ । ଷ୍ଟୁଡିଓର ଅନତି ଦୂରରେ ରହିଛି ଦୀପକଙ୍କ ଘର । ଦୀପକ ସବୁଦିନ ପରି ଗତକାଲି ରାତିରେ ଘରୁ ଖାଇବା ପିଇବା ସାରି ଦୋକାନକୁ ରାତି ଏଗାରଟାରେ ଶୋଇବାକୁ ଆସିଥିଲେ। ମାତ୍ର ପରିବାର ଲୋକଙ୍କ କହିବା ମୁତାବକ ରାତିରେ ଦୀପକଙ୍କର ମୋବାଇଲ ସୁଇଚ ଅଫ୍ ହୋଇ ରହିଥିଲା । ଆଜି ସକାଳେ ମା’ ଯେତେବେଳେ ପୁଅ ପାଖକୁ ଚାହା ନେଇ ଷ୍ଟୁଡିଓକୁ ଆସିଥିଲେ, ସେତେବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଅ ଦୀପକଙ୍କ ମୃତଦେହ ଭୂଇଁରେ ପଡିରହିଥ‌ିବା ଦେଖ‌ିବାକୁ ପାଇଥିଲେ । ଖବର ପ୍ରଘଟ ହେବା ପରେ ଶହଶହ ଲୋକ ଘଟଣା ସ୍ଥଳରେ ପହଞ୍ଚ୍ ଭିଡ଼ ଜମାଇଥିଲେଘଟଣା ସ୍ଥଳ ରେ ଯାଜପୁର ରୋଡ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଏସ ଡି ପି ଓ ସଞ୍ଜୟ ପଟ୍ଟନାୟଙ୍କ ତଦନ୍ତ ଆରମ୍ଭ କରି ଥିଲେ ସଦନୀ କୁକୁର ସାଇନ୍ନ୍ସିଫିଟିକ ଟିମି ତଦନ୍ତ ରେ ସାହାଯ୍ୟ କରି ଥିଲେ ସିଜ ଲିଷ୍ଟ ରେ ୧ଟି ମଟର ସାଇକେଲ ,୧ଟି ସୁନା ମୁଦି ୩ଟା ମେ।ବାଇଲ କେମେରା ବେଟରି ସବୁ ପେ।ଲିସ ସିଜ୍ଜ୍ କରି ବା ସହିତ ଆସାମୀ ଙ୍କୁ ଗିରଫ କରୁଚି ପେ।ଲିଶ  ଏହି ଘଟଣା ରେ ସମ୍ପୃକ୍ତ ଥିବା ଆସାମୀ ମାନ ଙ୍କୁ ଖୁବ୍ ଗିରଫ କାରା ଯିବ ବୋଲି ଏସ ପି ସୂଚନା ଦେଇଛନ୍ତି l

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking