16.1 C
Bhubaneswar
Sunday, December 7, 2025
Homeଓଡିଶା୧୫ ପରେ ଆଉ ବଢିବନି ଇ କେୱାଇସି ଅବଧି

୧୫ ପରେ ଆଉ ବଢିବନି ଇ କେୱାଇସି ଅବଧି

ଭୁବନେଶ୍ୱର : ୧୫ ପରେ ଆଉ ବଢିବନି ଇ କେୱାଇସି ଅବଧି । ରାସନ କାର୍ଡ ପାଇଁ ଇ – କେୱାଇସି ଅବଧି ସରିବ । ଅଯୋଗ୍ୟ ହିତାଧିକାରୀ କାର୍ଡ   ଫେରାଇବାକୁ   ପଡିବ । କାର୍ଡ ନଫେରାଇଲେ କଠୋର କାଯ୍ୟାନୁଷ୍ଠାନ ହେବ । ଇ-କେୱାଇସି ନକଲେ  କାର୍ଡ  ସରେଣ୍ଡର ଧରି ନିଆଯିବ । ୮ ଲକ୍ଷ ଆୟକରଦାତା ହାତେଇଛନ୍ତି ରାସନ କାର୍ଡ ।  ୧୨ ହଜାର ଚାକିରିଆ ଓ ବଡ ବଡିଆ ଫେରାଇଛନ୍ତି କାର୍ଡ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ  କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking