21.1 C
Bhubaneswar
Saturday, February 14, 2026
Homeଓଡିଶାନିଶା ନିବାରଣ କେନ୍ଦ୍ରରେ ପିଟି ପିଟି ହତ୍ୟା !

ନିଶା ନିବାରଣ କେନ୍ଦ୍ରରେ ପିଟି ପିଟି ହତ୍ୟା !

ଭୁବନେଶ୍ୱର:  ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଭୁବନେଶ୍ୱର ଝାରପଡା ମହାଦେବ ନଗର ନିଶା ନିବାରଣ କେନ୍ଦ୍ର ନାଁରେ ଅଭିଯୋଗ ହୋଇଛି । ବଳକା ଟଙ୍କା ପୈଠ ନକରିବାରୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ପୁଅକୁ ପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ହେଲେ ଏହାରି ସବୁ ଭିତରେ ପରିବାର ଅଭିଯୋଗକୁ ନିଶା ନିବାରଣ କେନ୍ଦ୍ର କର୍ମଚାରୀ ଖଣ୍ଡନ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।  ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking