26.1 C
Bhubaneswar
Wednesday, December 17, 2025
Homeଓଡିଶାଅଶ୍ଳୀଳ ନାଚକୁ ଠେଙ୍ଗା ପାହାର – ବାବୁ ସିଂ

ଅଶ୍ଳୀଳ ନାଚକୁ ଠେଙ୍ଗା ପାହାର – ବାବୁ ସିଂ

ଭୁବନେଶ୍ୱର: ଖଣ୍ଡଗିରି ଯାତ୍ରାକୁ ନେଇ ବାବୁ ସିଂ କଡା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଅଶ୍ଳୀୟ ନୃତ୍ୟକୁ ପ୍ରଶ୍ରୟ  ଦିଆଯିବ ନାହିଁ ।  ଅଶ୍ଳୀଳତାକୁ ବିରୋଧ କରାଯିବ । କିଛି ମହିଳା ଅଶ୍ଳୀଳତା ପ୍ରଦର୍ନକୁ ନେଇ ଚ୍ୟାଲେଞ୍ଜ କରୁଛନ୍ତି ।  ସେମାନଙ୍କୁ ଖଣ୍ଡଗିରିରେ ପଶିବାକୁ ଦିଆଯିବ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking