19.1 C
Bhubaneswar
Wednesday, December 10, 2025
Homeଓଡିଶାରୁଟି ପାଇଁ ୱେଟେରଙ୍କୁ ନିସ୍ତୁକ ମାଡ଼

ରୁଟି ପାଇଁ ୱେଟେରଙ୍କୁ ନିସ୍ତୁକ ମାଡ଼

ଭୁବନନେଶ୍ୱର : ରୁଟି ପାଇଁ ୱେଟେରଙ୍କୁ ସେକି ଦେଇଗଲେ।  ଖାଇବାକୁ ମାଗିଲେ ହେଲେ ଟିକିଏ ବିଳମ୍ବ ହେବାରୁ ନିସ୍ତୁକ ମାଡ଼।  ଭରତପୁର ଥାନା ଘାଟିକିଆ ନାକା ଗେଟ୍ ଛକ ନିକଟରେ ଥିବା  ଏକ ହୋଟେଲରେ ଗଣ୍ଡଗୋଳ ।   ହୋଟେଲକୁ ଆସି ୨ ଜଣ ଯୁବକ ଖାଇବାକୁ ମାଗିଥିଲେ। ହେଲେ ଖାଇବା ଦେବାରେ ୨ ମିନିଟ୍ ବିଳମ୍ବ ହେବାରୁ ପ୍ରଥମେ ହୋଟେଲ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ  ।   ଏହା ପରେ ହୋଟେଲର ୱେଟରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ହୋଟେଲ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।  ପୋଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking